fbpx

ଅଗଷ୍ଟ୧୧ରୁ ମାଟ୍ରିକ ଅଫଲାଇନ ପରୀକ୍ଷା ମୂଲ୍ୟାୟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ୧୧ ରୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ ପରୀକ୍ଷା ମୂଲ୍ୟାୟନ । ୧୮ଶହ ମୂଲ୍ୟାୟନକାରୀଙ୍କ ଦ୍ୱାରା କରାଯିବ ମୂଲ୍ୟାଙ୍କନ । ପରୀକ୍ଷା ଖାତା ମୂଲ୍ୟାୟନ ନେଇ ବୋର୍ଡ ପକ୍ଷରୁ ସୂଚନା ।

ସୂଚନା ଯୋଗ୍ୟ, ଚଳିତ ବର୍ଷ କରୋନା ମହାମାରୀ କାରଣରୁ ମାଟ୍ରିକ ପରୀକ୍ଷା କରାଯାଇନାହିଁ । ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା । ତେବେ ଏହି ବ୍ୟବସ୍ଥାରେ ଦିଆଯାଇଥିବା ମାର୍କରେ ଅସନ୍ତୁଷ୍ଟ ଥିଲେ ପରୀକ୍ଷାର୍ଥୀ ପୁଣି ଥରେ ପରୀକ୍ଷା ଦେଇପାରିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.