fbpx

ଅକ୍ଟୋବର୍ ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ କଡ଼ା ଟକ୍ଟର୍

ନୂଆଦିଲ୍ଲୀ: ଅକ୍ଟୋବର୍ ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍ଟର୍ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦେଶ ମୁହାଁମୁହିଁ ହେବେ । ତେବେ ଏଥିରେ ଉଭୟ ଦଳ ଗୋଟିଏ ଗ୍ରୁପ୍ ରେ ଥିବାରୁ ମୁହାଁମୁହିଁ ହେବେ । ଦୁହିଁ ମଧ୍ୟରେ କଡ଼ା ଟକ୍କର ହେବ । ତେଣୁ ଏବେ ଠାରୁ ଫ୍ୟାନ୍ସ ଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହେବା ଆରମ୍ଭ ହୋଇଯାଇଛି । ଅକ୍ଟୋବର୍ ୧୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ଆରମ୍ଭ ହେବାକୁ ଯାଉଛି । ଏହା ଅକ୍ଟୋବର୍ ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ଯାଏ ଜାରି ରହିବ ।

Get real time updates directly on you device, subscribe now.