fbpx

ଆଫଗାନିସ୍ତାନରେ ସବୁ ଭାରତୀୟ ସୁରକ୍ଷିତ

କାବୁଲ: ଆଫଗାନିସ୍ତାନରେ ଫସିଥିବା ସବୁ ଭାରତୀୟ ସୁରକ୍ଷିତ ଥିବା ମିଳିଛି ସୂଚନା । ଏନେଇ ଅଫଗାନ୍ ମିଡିଆରୁ ସୂଚନା ଦିଆଯାଇଛି । କାବୁଲରୁ ୧୫୦ ଭାରତୀୟଙ୍କୁ ଉଠାଇ ନେଇଥିବା ପ୍ରସଙ୍ଗରେ ଏହି ମତ ପ୍ରକାଶ ପାଇଛି । କିଛି ସମୟ ପୂର୍ବରୁ ବିଦେଶୀ ଗଣମାଧ୍ୟମରୁ ଜାଣିବାକୁ ମିଳିଥିଲା ଯେ, ଭାରତୀୟଙ୍କ ସମେତ ୧୫୦ରୁ ଅଧିକ ଲୋକଙ୍କୁ ତାଲିବାନୀ ମାନେ ଉଠାଇ ନେଇଛନ୍ତି । ଏଥିରେ ଅଧିକାଂଶ ଭାରତୀୟ ରହିଛନ୍ତି । ତେବେ ଏହି କଥାକୁ ତାଲିବାନୀ ପ୍ରବକ୍ତା ଖଣ୍ଡନ କରିଥିଲେ ।

Get real time updates directly on you device, subscribe now.