• Likes
  • Followers
  • Subscribers
  • Followers
  • Android App
  • Thursday, September 11, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଆପଣଙ୍କ ଜାଣନ୍ତି କି ସାଲାରୀ ଆକାଉଣ୍ଟରେ ମିଳିଥାଏ ଅନେକ ବେନିଫିଟ୍, ବ୍ୟାଙ୍କ ଦେଇଥାଏ ଏହିସବୁ ଫ୍ରି ସର୍ଭିସ୍

ଆପଣଙ୍କ ଜାଣନ୍ତି କି ସାଲାରୀ ଆକାଉଣ୍ଟରେ ମିଳିଥାଏ ଅନେକ ବେନିଫିଟ୍, ବ୍ୟାଙ୍କ ଦେଇଥାଏ ଏହିସବୁ ଫ୍ରି ସର୍ଭିସ୍

By Manas Pradhan Last updated Sep 25, 2021 at 12:34 PM
Share

ନୂଆଦିଲ୍ଲୀ: ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ କମ୍ପାନୀ ଦ୍ୱାରା ସ୍ୱତନ୍ତ୍ର ଭାବେ ସାଲାରୀ ଆକାଉଣ୍ଟ ଖୋଲାଯାଇଥାଏ । ଏହା ସାଧାରଣତଃ ରେଗୁଲାର ବ୍ୟାଙ୍କ ଆକାଉଣ୍ଟଠାରୁ ଅଲଗା ହେବା ସହ ଏଥିରେ ଅନେକ ଫାଇଦା ମିଳିଥାଏ । ମାତ୍ର ଏହି ଫାଇଦା ବିଷୟରେ ଅନେକ ଲୋକ ଜାଣିନଥାନ୍ତି । ବ୍ୟାଙ୍କ କେବେ ବି ଗ୍ରାହକଙ୍କୁ ସାଲାରୀ ଆକାଉଣ୍ଟର ଫାଇଦା ବିଷୟରେ ସୂଚନା ଦେଇନଥାଏ । ଏସବିଆଇ ସାଲାରୀ ଆକାଉଣ୍ଟରେ କର୍ପୋରେଟ, ହସ୍ପିଟାଲ, ହୋଟେଲ ଆଦି କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ବେନିଫିଟ୍ ମିଳିଥାଏ । ଉକ୍ତ ଫାଇଦାଗୁଡ଼ିକ ମଧ୍ୟରେ- ଜିରୋ ବାଲାନ୍ସ ଆକାଉଣ୍ଟ, ଯେ କୌଣସି ବ୍ୟାଙ୍କ ଏଟିଏମରୁ ଫ୍ରି ଅନଲିମିଟେଡ ଟ୍ରାଞ୍ଜାକସନ, ଫ୍ରି ଏଟିଏମ କମ୍ ଡେବିଟ୍ କାର୍ଡ, ଜଏଣ୍ଟ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ଏଟିଏମ କାର୍ଡ, ଫ୍ରି ମଲ୍ଟିସିଟି ଚେକ, ଲକର ଚାର୍ଜ ଉପରେ ୨୫ ପ୍ରତିଶତ ଛାଡ଼, ଫ୍ରିରେ ଡ୍ରାଫ୍ଟ, ଏସଏମଏସ ଆଲର୍ଟ, ଅନଲାଇନ ନିଫ୍ଟ/ଆରଟିଜିଏସ, ୨ ମାସର ସାଲାରୀ ଉପରେ ଓଭରଡ୍ରାଫ୍ଟର ସୁବିଧା ଆଦି ଅନ୍ତର୍ଭୁକ୍ତ । ସାଲାରୀ ଆକାଉଣ୍ଟରେ ମଧ୍ୟ ଆହୁରି ଅନେକ ଲାଭ ମିଳିଥାଏ । ଜାଣନ୍ତୁ ସେସବୁ:-

ଏହାଛଡ଼ା ଯଦି ଆପଣଙ୍କ ପାଖରେ ଅଧିକ ଅର୍ଥ ମହଜୁଦ ରହିଛି, ତେବେ ଆପଣ ୱେଲଥ୍ ଆକାଉଣ୍ଟ ଖୋଲିପାରିବେ । ଏଥିପାଇଁ ବ୍ୟାଙ୍କ ଆପଣଙ୍କୁ ଡେଡିକେଟେଡ୍ ୱେଲଥ୍ ମାନେଜର ପ୍ରଦାନ କରିଥାଏ, ଯିଏକି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟର ଦେଖାଶୁଣା କରିଥାନ୍ତି । ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଆକାଉଣ୍ଟ ଟ୍ରାନ୍ସଫର କରିବା ପ୍ରୋସେସ୍ ଅତି ସହଜ ହୋଇଥାଏ । ସାଲାରୀ ଆକାଉଣ୍ଟ ଖୋଲିବା ପାଇଁ ଆପଣ କୌଣସି କର୍ପୋରେଟ, ସରକାରୀ ବିଭାଗ, ପିଏସୟୁରେ କାର୍ଯ୍ୟ କରୁଥିବା ଆବଶ୍ୟକ । ଏଥିସହ ଗ୍ରାହକଙ୍କର ଉକ୍ତ ବ୍ୟାଙ୍କରେ କୌଣସି ଅନ୍ୟ ଆକାଉଣ୍ଟ ନଥିବା ଦରକାର । ସେଫ ଡିପୋଜିଟ୍ ଲକର, ସ୍ୱାଇପ୍ ଇନ, ସୁପର ସେଭର ଫାସିଲିଟି, ଫ୍ରି ଇନଷ୍ଟାଅଲଟର୍ସ, ଫ୍ରି ପାସବୁକ ଓ ଫ୍ରି ଇମେଲ ଷ୍ଟେଟମେଣ୍ଟ ପରି ସୁବିଧା ମଧ୍ୟ ବ୍ୟାଙ୍କ ପ୍ରଦାନ କରିଥାଏ ।

Share

Prev Post

ଅରିନ୍ଦମଙ୍କ ଶେଷ ଦର୍ଶନ ପାଇଁ ଆସି କ’ଣ କହିଲେ ଅଭିନେତ୍ରୀ ଅନୁ ଚୌଧୁରୀ, ଦେଖନ୍ତୁ ଭିଡିଓ

Next Post

୧୦ ମିନିଟରେ ପିଇଦେଲେ ଦେଢ଼ ଲିଟର୍ କୋଲ୍ଡ ଡ୍ରିଙ୍କ୍ସ, ୬ ଘଣ୍ଟାପରେ ଯୁବକଙ୍କ ଚାଲିଗଲା ଜୀବନ; ଡାକ୍ତର କହିଲେ ଏପରି

You might also like More from author
Featured

ସାବଧାନ! କାନ୍ଦି କାନ୍ଦି ବେହାଲ ହେବେ ଏ 3 ରାଶି, ମଙ୍ଗଳ କରିବେ ଅମଙ୍ଗଳ, ଉପଚାର ପାଇଁ କରନ୍ତୁ ଏ…

ଅପରାଧ

୫ ଟଙ୍କାର ଲୋଭ ଦେଖାଇ ୬ ବର୍ଷର ଝିଅକୁ ଗଣଦୁଷ୍କର୍ମ, ଅଭିଯୁକ୍ତ ବି ନାବାଳକ

Cricket

ପୂରା ବିଗିଡ଼ିଗଲେଣି ଦୁର୍ଦ୍ଦଶ ବ୍ୟାଟର, ମନ ନାହିଁ କ୍ରିକେଟରେ, ମନ ରହିଯାଇଛି ମାୟାବିନୀ ସୁନ୍ଦରୀ…

Featured

Ajab Gajab: ଖାଇଦେଉଛନ୍ତି ୬୦ ରୁ ୭୦ ରୁଟି କିନ୍ତୁ ପୁରୁନି ପେଟ, ଚିନ୍ତାରେ ଶାଶୁ ଘର ଏବେ କରିବେ…

Asia Cup

Asia Cup: ଦିନେ ଆତ୍ମହତ୍ୟା ପାଇଁ ବାହାରିଥିଲେ, ଏବେ ବିଶ୍ୱର ନମ୍ୱର 1 ବୋଲର, କିଏ ଏହି ଷ୍ଟାର…

Breaking News

‘ ଟଙ୍କା ନେଇ ମତେ କରୁଛନ୍ତି ଟାର୍ଗେଟ ‘ କାହା ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଗଡ଼କରୀ…

Prev Next
Odisha Bhaskar

Recent Posts

ସାବଧାନ! କାନ୍ଦି କାନ୍ଦି ବେହାଲ ହେବେ ଏ 3…

ଆଖି ହଳଦିଆ ପଡୁଛି , ଅଣଦେଖା କରନ୍ତୁନି…

୫ ଟଙ୍କାର ଲୋଭ ଦେଖାଇ ୬ ବର୍ଷର ଝିଅକୁ…

ପୂରା ବିଗିଡ଼ିଗଲେଣି ଦୁର୍ଦ୍ଦଶ ବ୍ୟାଟର, ମନ…

Ajab Gajab: ଖାଇଦେଉଛନ୍ତି ୬୦ ରୁ ୭୦ ରୁଟି…

ଗରିବ ଲୋକ ପାଉନାହାନ୍ତି, ହେଲେ ୫.୭୫ ଲକ୍ଷ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ସାବଧାନ! କାନ୍ଦି କାନ୍ଦି ବେହାଲ ହେବେ ଏ 3…

୫ ଟଙ୍କାର ଲୋଭ ଦେଖାଇ ୬ ବର୍ଷର ଝିଅକୁ…

ପୂରା ବିଗିଡ଼ିଗଲେଣି ଦୁର୍ଦ୍ଦଶ ବ୍ୟାଟର, ମନ…

Ajab Gajab: ଖାଇଦେଉଛନ୍ତି ୬୦ ରୁ ୭୦ ରୁଟି…

Prev Next 1 of 28,698
© 2025 - TK Digital All Rights Reserved.