fbpx

ବିଶିଷ୍ଟ ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଥିଲେ ରାଜକିଶୋର ମିଶ୍ର । “ଉତ୍କଳ ପ୍ରସଙ୍ଗ” ଓ “ଓଡ଼ିଶା ରିଭ୍ୟୁ”ର ମଧ୍ୟ ପୂର୍ବତନ ସମ୍ପାଦକ ଥିଲେ ।

Get real time updates directly on you device, subscribe now.