fbpx

ଟ୍ରିପଲ ମର୍ଡର: ଜଣେ ନାବାଳକ ସମେତ ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ରାୟଗଡ଼(ଓଡ଼ିଶା ଭାସ୍କର): ବାପା, ମାଆ ଓ ଝିଅକୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ମାମଲାରେ ଶୁଶାଣି ହୋଇଛି । ଟ୍ରିପଲ ମର୍ଡର ଘଟଣାରେ ଜଣେ ନାବାଳକ ସମେତ ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ରାୟଗଡ଼ା ଜିଲ୍ଲା ଜଜ୍ । ତେବେ ୨୦୧୬ରେ ପୁଟାସିଂରେ ବାପା, ମାଆ ଓ ଝିଅଙ୍କୁ ହତ୍ୟା କରାଯାଇଥିଲା । ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ଗୁଣପୁର ଏଡିଜେ । ମୃତ୍ୟୁଦଣ୍ଡର ପୁନର୍ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

 

Get real time updates directly on you device, subscribe now.