fbpx

ଦୀପାବଳୀରେ ଫୁଟିବ ଗ୍ରୀନ୍ କ୍ରାକର୍, ବାଣ ଫୁଟାଇବା ନେଇ ଅନୁମତି ଦେଇଛନ୍ତି ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଥର ଦୀପାବଳୀରେ ଫୁଟିବ ଗ୍ରୀନ କ୍ରାକର୍ । ବାଣ ଫୁଟାଇବା ନେଇ ଅନୁମତି ଦେଇଛନ୍ତି ହାଇକୋର୍ଟ । କେବଳ ଗ୍ରୀନ୍ କ୍ରାକର୍ ଫୁଟାଇବାକୁ ଅନୁମତି ଦିଆଯାଇଛି । ପିଇଏସଓ ଅନୁମତିପ୍ରାପ୍ତ କ୍ରାକର୍ ଫୁଟାଇ ହେବ ବୋଲି କହିଲେ ହାଇକୋର୍ଟ । ପିଇଏସଓ ଅର୍ଥାତ୍ ପେଟ୍ରୋଲିୟମ୍ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍ ପକ୍ଷରୁ ଅନୁମତିପ୍ରାପ୍ତ ଗ୍ରୀନ୍ କ୍ରାକର୍ ହିଁ ଫୁଟାଇପାରିବେ । ଅଲ୍ ଓଡ଼ିଶା ଫାୟାର୍ ଡିଲର୍ ଆସୋସିଏସନ୍ ଅନୁମତି ମାଗିଥିଲା ।

Get real time updates directly on you device, subscribe now.