fbpx

ଓଡ଼ିଶାରେ ହେବ ଭବ୍ୟ ମେଡିକାଲ କଲେଜ

ଭୁବନେଶ୍ୱର: କିଙ୍ଗ୍ସ କଲେଜ ଲଣ୍ଡନ ଏବଂ ଜାପାନିଜ ଗ୍ରୁପ ସହଭାଗିତାରେ ଓଡ଼ିଶାରେ ସ୍ଥାପନ ହେବ ମେଡିକାଲ କଲେଜ । ଓଡ଼ିଶାର ବାଲୁଗାଁରେ ହେବ ଏହି ମେଡିକାଲ କଲେଜ । ସ୍ଥାନୀୟ ଶ୍ରୀ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟ ସହ ମିଶି ଏହି ୨୦୦ ବିଲିୟନ ଡଲାରର ବଡ଼ ପ୍ରୋଜେକ୍ଟ ଆରମ୍ଭ ହେବ । ଗ୍ରୁପ ସ୍ଥାନ ପରିଦର୍ଶନ କରିବା ସହ ଆଗାମୀ ପ୍ରସ୍ତୁତିର ତଦାରଖ କରିଛନ୍ତି ।
ଓଡ଼ିଶା ପାଇଁ ଏହା ଏକ ବହୁତ ବଡ଼ ପ୍ରୋଜେକ୍ଟ ହେବାକୁ ଯାଉଛି । ମେଡିକାଲ ସୁବିଧାରେ ଏହା ବହୁତ ବଡ଼ କ୍ରାନ୍ତିକାରୀ ପଦକ୍ଷେପ ହେବ ।

Get real time updates directly on you device, subscribe now.