fbpx

ବ୍ୟାଙ୍କ ଅଫ ବରୋଦା ନିଯୁକ୍ତି ସୁଯୋଗ: ୩୬୭ ଅଫିସର ପଦ ପାଇଁ ବିଜ୍ଞପ୍ତି, ଗ୍ରାଜୁଏଟଙ୍କୁ ମିଳିବ ସୁଯୋଗ

ବ୍ୟାଙ୍କ ଅଫ୍ ବରୋଦାରେ ରିଲେସନସିପ ମ୍ୟାନେଜର ପଦ ପାଇଁ ଆବେଦନ ଗ୍ରହଣ କରିଛି । ଆଶାୟୀ ପ୍ରାର୍ଥୀ ବ୍ୟାଙ୍କ ଅଫ୍ ବରୋଦାର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ରେଜିଷ୍ଟ୍ରେସନ ପାଇଁ ୧୯ ନଭେମ୍ବରରରୁ ଆରମ୍ଭ ହୋଇଯାଇଛି ଏବଂ ଏହା ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲିବ । ମୋଟ ୩୭୬ ପଦ ପାଇଁ ନିଯୁକ୍ତି ରହିଛି ।

ପଦର ବିବରଣୀ:

ସିନିୟର ରିଲେସନସିପ ମ୍ୟାନେଜର: ୩୨୬ ପଦ

ଇ-ୱେଲ୍ଥ ରିଲେସନସିପ ମ୍ୟାନେଜର: ୫୦ ପଦ

ଯୋଗ୍ୟତା:

ସରକାରୀ ମାନ୍ୟତା ପ୍ରାନ୍ତ କୌଣସି ୟୁନିଭର୍ସିଟିରୁ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ । ସିନିୟର ରିଲେସନସିପ ଅଫିସର ପଦ ପାଇଁ ଆୟୁ ସୀମା ୨୪ ବର୍ଷରୁ ୩୫ ବର୍ଷ ରହିଛି । ରିଲେସନସିପ ମ୍ୟାନେଜର ପଦ ପାଇଁ ଆୟୁ ସୀମା ୨୩ ବର୍ଷରୁ ୩୫ ବର୍ଷ ରହିଛି ।

ଚୟନ ପ୍ରକ୍ରିୟା:

ସର୍ଟ ଲିଷ୍ଟ ହେବାପରେ, ପର୍ସନାଲ ଇଣ୍ଟରଭ୍ୟୁ, ଗ୍ରୁପ ଡିସକ୍ସନ ଉପରେ ଆଧାରିତ ରହିବ । ଆବେଦନ ପାଇଁ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୬୦୦ ଥିବାବେଳେ ସଂରକ୍ଷିତ ବର୍ଗଙ୍କ ପାଇଁ ୧୦୦ ଟଙ୍କା ରହିଛି । ଅଧିକ ତଥ୍ୟ ଜାଣିବା ପାଇଁ ଅଫିସିଆଲ ୱେବସାଇଟ www.bankofbaroda.in ରେ ଦେଖିପାରିବେ ।

 

Get real time updates directly on you device, subscribe now.