fbpx

କ୍ଲାସରୁମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ପିଲାଙ୍କ ମଝିରେ ବସି ପାଠପଢା ତଦାରଖ କଲେ, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ କ୍ଲାସରୁମରେ ପାଦ ରଖିଛନ୍ତି । ତେବେ ପାଠ ପଢିବା ପାଇଁ ନୁହେଁ ବରଂ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଯାଇଛନ୍ତି । ଗଞ୍ଜାମରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ପରିଭ୍ରମଣରେ ଯାଇଥିଲେ ।

ଏହି ସମୟରେ କ୍ଲାସରୁମରେ ପିଲାଙ୍କ ମଝିରେ ବସି ପାଠପଢା ତଦାରଖ କରିଥିଲେ ମୁଖ୍ୟମନ୍ତ୍ରୀ । ଶ୍ରେଣୀଗୃହର ଦ୍ୱିତୀୟ ଧାଡିରେ ବସି ନବୀନ ପାଠପଢା ତଦାରଖ କରିବା ସହିତ ପିଲାଙ୍କ ସହିତ ବେଶ କିଛି ସମୟ ଅତିବାହିତ କରିଥିଲେ । ଏହି ଗସ୍ତ ସମୟରେ ୫-ଟି ସଚିବ ଭି କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ସହିତ ଉପସ୍ଥିତ ଥିଲେ । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.