fbpx
BSKY SKY
BSKY SKY

breaking:ପୟା ଶ୍ରାଦ୍ଧ ଦେବାକୁ ଲିଙ୍ଗରାଜ ମନ୍ଦିର ଆସିଥିବା ଦମ୍ପତିଙ୍କ ଉପରେ ଚଢିଗଲା କାର; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

BSKY

ଭୁୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାସ୍ଥଳରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୟା ଶ୍ରାଦ୍ଧ ଲାଗି ଦିଗପହଣ୍ଡିରୁ ଲିଙ୍ଗରାଜ ମନ୍ଦିର ଆସିଥିବା ଏହି ଦମ୍ପତିଙ୍କ ଉପରେ ଏକ କାର୍ ଚଢିଯିବାରୁ ଏପରି ଦୁର୍ଘଟଣା ଘଟିଛି ।

ଲିଙ୍ଗରାଜ ମନ୍ଦିର ପାଖରେ ସ୍ୱାମୀ ସ୍ତ୍ରୀଙ୍କୁ ଧକ୍କା ଦେଇଛି ଏକ କାର୍ । ଡ୍ରାଇଭର ବ୍ୟାକ୍ ଗିୟର ପକାଇ ପଛକୁ ଆଣିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । ତେବେ ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌କୁ ଜବତ କରିଥିବା ବେଳେ କାର୍‌ରୁ ସମସ୍ତେ ଫେରାର ହୋଇଯାଇଛନ୍ତି ।

Get real time updates directly on you device, subscribe now.