fbpx
BJD SKY
BJD SKY

କରୋନାରେ ଆଜତକର ସାମ୍ବାଦିକଙ୍କ ମୃତ୍ୟୁ

BJD

ନୂଆଦିଲ୍ଲୀ, ୩୦ା୪ : କରୋନା ନେଲା ଆଉ ଜଣେ ବରିଷ୍ଟ ସାମ୍ବାଦିକଙ୍କ ଜୀବନ । ଆଜି କରୋନାରେ ଜାତୀୟ ଗଣମାଧ୍ୟମ ଆଜତକ୍ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକ ରୋହିତ୍ ସରଦାନ୍ ଙ୍କ ମୃତ୍ୟୁ ଘଟିଛି । ଯାହା ସୁଚନା ରହିଛି ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ସମୟରେ ତାଙ୍କ ହୃଦଘାତ ହେବା ପରେ ମୃତ୍ୟୁ ଘଟିଛି । ତେବେ ତାଙ୍କ ମୃତ୍ୟୁ ପରେ ପ୍ରଶଂସକଙ୍କ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.