fbpx
BSKY
BJD MC SKY
BJD MS SKY

ଦେଖନ୍ତୁ, ଭାଇରାଲ ହେଉଛି ଆମିର ଖାନଙ୍କ ଝିଅ ଇରା ଖାନଙ୍କର ପ୍ରି-ୱେଡିଙ୍ଗ ସେରିମନିର ଏହି ଫଟୋ

ମୁମ୍ବାଇ: ଆଉ କିଛି ଦିନ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ଝିଅ ଇରା ଖାନ । ଇରାଙ୍କ ବିବାହ ଜଣେ ସେଲିବ୍ରିଟି ଫିଟନେସ କୋଚ ନୁପୁରଙ୍କ ସହିତ ହେବାକୁ ଯାଉଛି । ତେବେ ଏ ନେଇ ପ୍ରଥମେ ଅମିର ଖାନ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଦୁହେଁ ସମ୍ପୂର୍ଣ୍ଣ ଭାବେ ମରାଠୀ ରୀତିନୀତି ଅନୁଯାୟୀ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ଏହି କପଲଙ୍କର ପ୍ରିୱେଡିଙ୍ଗ ଫଙ୍ଗସନ ଆରମ୍ଭ ହୋଇସାରିଥିବା ବେଳେ କିଛି ଦିନ ତଳେ ଉଭୟଙ୍କର ମରାଠୀ ରୀତି ସମୟର ଫଟୋ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି ।

ଏହା ସେମାନଙ୍କର କେଲବଣ ସେରିମନୀ ଥିବା ଇଶା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

 

View this post on Instagram

 

A post shared by Ira Khan (@khan.ira)

Get real time updates directly on you device, subscribe now.