fbpx
BJD SKY
BJD SKY

କେଜରିୱାଲ ଗୃହବନ୍ଦୀ!

BJD

ନୂଆଦିଲ୍ଲୀ,୮ ।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୃହବନ୍ଦୀରେ ରଖାଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ପୋଲିସ ଅରବିନ୍ଦଙ୍କୁ ଗୃହବନ୍ଦୀ କରିଥିବା ଆପ୍ ଅଭିଯୋଗ କରିଛି । ଏନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ କାଲି ସିଘୁଂରେ ଚାଷୀଙ୍କୁ ଭେଟି ଫେରିବା ପରେ ତାଙ୍କୁ ଗୃହବନ୍ଦୀ ହୋଇଥିବା ଜଣାପଡିଛି । କିନ୍ତୁ ଗୃହବନ୍ଦୀ ନେଇ ଆପର ଅଭିଯୋଗକୁ ଦିଲ୍ଲୀ ପୋଲିସ ଖଣ୍ଡନ କରିଛି ।

Get real time updates directly on you device, subscribe now.