fbpx

ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ

ପୁରୀ, ୮ା୧୨ (ଓଡିଶା ଭାସ୍କର): ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଶ୍ରୀ ଜଗନ୍ନାଥଙ୍କ ଗୌରବ ଗାରିମା କ୍ଷୂର୍ଣ୍ଣ ହେବାରେ ଲାଗିଛି । ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ ହୋଇଛି । ତେବେ ପିନରେଷ୍ଟ ନାମକ ଏକ ସଂସ୍ଥା ପକ୍ଷରୁ ମହାପ୍ରସାଦ ବିକ୍ରି କରାଯାଉଥିବା ନେଇ ଏହି ଅଭିଯୋଗ ହୋଇଛି । ଏହି ଘଟଣାକୁ ସେବାୟତଙ୍କ ପକ୍ଷରୁ ନିନ୍ଦା କରାଯାଇଛି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ବହୁରାଷ୍ଟ୍ରୀୟ ଇ-କମର୍ସ କମ୍ପାନୀ ଆମାଜନ କମ୍ପାନୀ ନାଁରେ ପୁରୀ ସେବାୟତଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

Get real time updates directly on you device, subscribe now.