fbpx

ଦୁର୍ଘଟଣାରେ ଗୁଡ଼ଭେଲା ABDOଙ୍କ ମୃତ୍ୟୁ

ବଲାଙ୍ଗିର, ୧୮ା୨(ଓଡ଼ିଶା ଭାସ୍କର): ବଲାଙ୍ଗିରର ଗୁଡ଼ଭେଲା ଏବିଡ଼ିଓ ରାମବିଳାସ ମଙ୍ଗରାଜଙ୍କ ମୃତ୍ୟୁ ହୋଇଛି । ବଙ୍ଗୋମୁଣ୍ଡାରେ ଗତକାଲି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ନୂଆପଡ଼ା ଖଡ଼ିଆଳରୁ ଛତିଶଗଡ଼ର ରାୟପୁରକୁ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ହୋଇଛି । ଗୁଡ଼ଭେଲାର ଭାରପ୍ରାପ୍ତ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ ରାମବିଳାସ ।

Get real time updates directly on you device, subscribe now.