fbpx

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅବଦୁଲ

ମହାରାଷ୍ଟ୍ର, ୪ା୧: ଗତ କିଛି ଦିନ ତଳେ ଉଦ୍ଧବ ଠାକରେ ବହୁମତ ଦେଖାଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ । ପରେ ସେ ତାଙ୍କ ମନ୍ତ୍ରୀମଣ୍ଡଳ ଘୋଷଣା କରିଥିଲେ । ଆଜି ଅବଦୁଲ ସତ୍ତାର ମନ୍ତ୍ରିପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଉଦ୍ଧବ ସରକାର ଉପରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି । । ଅବଦୁଲ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.