fbpx

ଛତିଶଗଡ ପୋଲିସକୁ ଦୁର୍ବ୍ୟବହାର!

ସମ୍ବଲପୁର,୫ ।୯(ଓଡିଶା ଭାସ୍କର): ଛତିଶଗଡ ପୋଲିସକୁ ଓଡିଶାରେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବ୍ୟବହାର ନେଇ ମହାସମୁନ୍ଦ ଏସପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଓଡିଶା ସୀମାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ ହୋଇଥିଲା । ଭୁଲବଶତଃ ଖବର ପାଇ ଛତିଶଗଡ ପୋଲିସ ଚଢଉ କରିଥିଲା । ଚଢାଉ ବେଳେ ମହାସମୁନ୍ଦ ଏସଆଇଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ହୋଇଛି । ବିଭାଗ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.