fbpx

ଓଲଟିଲା ବସ୍, ୩୦ ଆହତ

ବାଲେଶ୍ବର, ୩୦/୫(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ୧୬ ନଂ ଏନଏଚ୍ ମଙ୍ଗଳପୁର ନିକଟରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ସେଠାରେ ଏକ  ବସ୍  ଓଲଟି ପଡିଥିବା ନେଇ ସୂଚନା ମିଳିଛି।ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବସ୍ ଓଲଟି ପଡିଛି। ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଛନ୍ତିି। ଏହାସହ ଦୁର୍ଘଟଣାରେ ୩ ଗୁରୁତର ଭାବେ ଆହତ ହୋଇଛନ୍ତି ସେମାନଙ୍କୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.