fbpx

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା

ନୂଆଦିଲ୍ଲୀ,୩୦/୫: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ଆମେରିକା। WHO ସହ ସମ୍ପର୍କ ଛିନ୍ନ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି।

ବର୍ଷକୁ  ଆମେରିକା WHOକୁ ବର୍ଷକୁ ୪୫୦ ମିଲିୟନ ଡଲାର ଦେଉଛି। କରୋନା ଭାଇରସ ପ୍ରସଙ୍ଗରେ ଚୀନକୁ ଟାର୍ଗେଟ୍ କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଚୀନ ଯୋଗୁଁ ସାରା ବିଶ୍ବରେ ବ୍ୟାପିଛି ଭାଇରସ।

Get real time updates directly on you device, subscribe now.