fbpx

ଓଲଟିଲା ବସ୍, ଜଣେ ମୃତ

ନୟାଗଡ଼, ୯ା୨(ଓଡ଼ିଶା ଭାସ୍କର): ନୟାଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି । ନୀଳମାଧବଙ୍କ ଦର୍ଶନ ସାରି ଗଞ୍ଜାମ ଫେରିବା ବେଳେ ବସଟି ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ରାମଚନ୍ଦ୍ର ରଣା । ଏହାସହ ୧୨ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତକମାନେ ଖଣ୍ଡପଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହସହ ଆହତଙ୍କ ମଧ୍ୟରେ ୧୦ଜଣ ଶିଶୁ ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.