fbpx

ମୁହାଁମୁହିଁ ହେଲା ବସ୍-ଟ୍ରକ୍ , ୧୫ ଆହତ

ସମ୍ବଲପୁର,୧୦ ।୨(ଓଡିଶା ଭାସ୍କର): ସମ୍ବଲପୁର ଚାରମାଳା ଥାନା ସେରନି ମନ୍ଦିର ନିକଟରେ ଆଜି ବସ୍-ଟ୍ରକ୍ ମୁହାଁମୁହିଁ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କ ମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନନ୍ତର କରାଯାଇଛି । ତେବେ ଘରୋଇ ବସଟି ଅନୁଗୁଳରୁ ସମ୍ବଲପୁର ଆସୁଥିବା ଜଣାପଡିଛି ।

Get real time updates directly on you device, subscribe now.