fbpx

୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପଛୁଆବର୍ଗ ଅଧ୍ୟକ୍ଷ

ଭୁବନେଶ୍ୱର,୧୦ ।୧(ଓଡିଶା ଭାସ୍କର): ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପଛୁଆବର୍ଗ କମିଶନ ଟିମ୍ । କମିଶନ ଅଧ୍ୟକ୍ଷ ଭଗବାନଲାଲ ସାହାନୀଙ୍କ ସମେତ ୫ ଜଣିଆ ଟିମ୍ ଓଡିଶା ଆସୁଛନ୍ତି । ପୂର୍ବରୁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଥିଲା ଓଡିଶା । ଏଥିପାଇଁ ପଛୁଆବର୍ଗ ଟିମ୍ ଓଡିଶା ଆସିବା ସହ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିପାରେ ବୋଲି ଜଣାପଡିଛି ।

Get real time updates directly on you device, subscribe now.