fbpx
BJD SKY
BJD SKY

ଚୀନରେ ବଡ଼ ଧରଣର ଦୁର୍ଘଟଣା: ଲୁହା ଖଣି ଭିତରେ ପସିଲା ପାଣି, ୧୪ ଶ୍ରମିକ ମୃତ

BJD

ଚୀନରେ ଲୁହା ଖଣିରେ ପାଣି ଭରିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ହୋଇଯାଇଛନ୍ତି ।

ମିଳିଥିବା ସୂଚନା ଅନୂଯାୟୀ, ତାଙ୍ଗଶାନ ସହରର ସରକାର ଏହାକୁ ନେଇ ଏକ ବୟାନ ଜାରି ସୂଚନାଦେଇଛନ୍ତି । ଏହି ଖୋଦେଇ ହେବେଇ ପ୍ରାନ୍ତର ବିଜିଙ୍ଗ ଠାରୁ ୧୬୦ କିମି ପୂର୍ବରେ ହେଉଥିଲା । ହେବେଇରେ ବଡ଼ ଆକାରରେ ଲୁହା ଓର ଏବଂ ଇସ୍ପାତ ମିଳିଥାଏ ।

Get real time updates directly on you device, subscribe now.