fbpx
BJD
BJD SKY
BJD SKY

ଟ୍ରକକୁ ଧକ୍କା ଦେଲା କାର୍,୩ ମୃତ

ଯାଜପୁର,୭/୮(ଓଡିଶା ଭାସ୍କର): ଧର୍ମଶାଳା ଥାନା ରଥିଆ ଛକରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଛି ଏକ କାର୍ । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତ ମୃତକ ପୁରୁଷ ଥିବା ଜଣାପଡିଛି । ଏଥି ସହ ଗୁରୁତର ଚାଳକ ଓ ଜଣେ ମହିଳା କଟକ ସ୍ଥାନାନ୍ତର କରାଯାଇଛି। ତେବେ କାରଟି ଭୁବନେଶ୍ୱରରୁ ପଶ୍ଚିମବଙ୍ଗର ମେଦିନପୁର ଯାଉଥିବା ଜଣାପଡିଛି ।

Get real time updates directly on you device, subscribe now.