fbpx
BJD SKY
BJD SKY

କୋଇଲା ଖଣିରେ ଅଘଟଣ: ପୋକଲେନ ମାଡ଼ିଯିବାରୁ ଚାଲିଗଲା ୨ ଜୀବନ

BJD

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅର୍ନ୍ତଗତ ଗର୍ଜନବାହାଲ କୋଇଲା ଖଣିରେ ଘଟିଯାଇଛି ଏକ ବଡ଼ ଅଘଟଣ । ବୋଲେରୋ ଉପରେ ଭାରୀଯାନ ପୋକଲେନ୍ ମାଡ଼ିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ୭ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଉଛନ୍ତି ଉମାକାନ୍ତ ପଟେଲ ଓ ଜଗଦୀଶ ଓରାମ । ତେବେ କୋଇଲା ଖଣିରେ ପୋକଲେନରେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

Get real time updates directly on you device, subscribe now.