-
World 99,857,439
WorldConfirmed: 99,857,439Active: 25,856,144Recovered: 71,860,551Death: 2,140,744 -
USA 25,704,372
USAConfirmed: 25,704,372Active: 9,864,410Recovered: 15,410,456Death: 429,506 -
India 10,668,674
IndiaConfirmed: 10,668,674Active: 185,082Recovered: 10,330,084Death: 153,508 -
Brazil 8,844,600
BrazilConfirmed: 8,844,600Active: 973,749Recovered: 7,653,770Death: 217,081 -
Russia 3,738,690
RussiaConfirmed: 3,738,690Active: 518,009Recovered: 3,150,763Death: 69,918 -
UK 3,647,463
UKConfirmed: 3,647,463Active: 1,918,124Recovered: 1,631,400Death: 97,939 -
Italy 2,466,813
ItalyConfirmed: 2,466,813Active: 499,278Recovered: 1,882,074Death: 85,461 -
Turkey 2,429,605
TurkeyConfirmed: 2,429,605Active: 96,811Recovered: 2,307,721Death: 25,073 -
Germany 2,149,223
GermanyConfirmed: 2,149,223Active: 272,860Recovered: 1,823,500Death: 52,863 -
Pakistan 534,041
PakistanConfirmed: 534,041Active: 33,820Recovered: 488,903Death: 11,318 -
China 89,115
ChinaConfirmed: 89,115Active: 1,849Recovered: 82,631Death: 4,635
ସାରା ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ ସମସ୍ତେ ନିଜ ସୁରକ୍ଷା ପାଇଁ ଘରେ ସମୟ ବିତାଉଛନ୍ତି । ବଲିଉଡ ଷ୍ଟାରଙ୍କ କଥା କହିଲେ , ସେମାନେ ଏହି ସମୟରେ ବେଶୀ ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଛନ୍ତି । ନିଜ ଫ୍ୟାନ୍ସଙ୍କ ଭିତରେ ଚର୍ଚ୍ଚାରେ ରହିବା ପାଇଁ କିଛି ଅଲଗା କରି ଦେଖାଇବାକୁ ଲାଗିପଡିଛନ୍ତି ସେଲିବ୍ରିଟ୍ । ଏହାରି ମଧ୍ୟରେ ଅଭିନେତ୍ରୀ ଉର୍ବଶୀ ରୌତଲା କିଛି ଏପରି କାରଣରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଲକଡାଉନ୍ ସମୟରେ ସେ ନିଜର ବୋଲ୍ଡ ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଉର୍ବଶୀ ନିଜର ଇଷ୍ଟ୍ରାଗ୍ରାମ ଆକାଊଣ୍ଟରେ ଏହି ଫଟୋକୁ ସେୟାର କରିଛନ୍ତି ।
ନିକଟରେ ଅଭିନେତ୍ରୀ ଉର୍ବଶୀ ରୌତେଲା କରୋନା ଯୋଦ୍ଧାଙ୍କ ପାଇଁ ୫କୋଟି ଟଙ୍କାର ଡୋନେସନ୍ ଦେଇଛନ୍ତି । ସେ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବା ପାଇଁ ଇନଷ୍ଟାଗ୍ରାମରେ ଅନଲାଇନ୍ ଡାନ୍ସ କ୍ଲାସ୍ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ୧୮କୋଟି ଲୋକଙ୍କୁ ଯୋଡ଼ି ଉର୍ବଶୀ ୫କୋଟି ଟଙ୍କା ଜୁଟାଇଛନ୍ତି। ଡାନ୍ସ ସେଶନରୁ ଜମା କରିଥିବା ଟଙ୍କାରୁ ସେ କ୍ରାଇ ଫାଉଣ୍ଡେସନ୍ ଏବଂ ସ୍ବଦେଶ ଫାଉଣ୍ଡେସନକୁ ସାହାଯ୍ୟ କରିଛନ୍ତି ଯାହା ଏବେ କରୋନାର ଫ୍ରଣ୍ଟଲାଇନ୍ ଓ୍ବାର୍କରଙ୍କ ପାଇଁ କାମ କରୁଛି । ତେବେ ଉର୍ବଶୀ ଏବର୍ଷ ଫିଲ୍ମ ‘ଭର୍ଜିନ୍ ଭାନୁପ୍ରିୟା’ ଏବଂ ‘ଥିରୁଟ୍ଟୁ ପେଲେ ୨’ର ହିନ୍ଦୀ ରିମେକରେ ନଜର ଆସୁଛନ୍ତି ।
Comments are closed.