fbpx

ପ୍ରାୟ ୬ ମାସ ପରେ ଖୋଲିଲା ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର

ଉତ୍ତରାଖଣ୍ଡ ,୧୫।୫ : ପ୍ରାୟ ୬ ମାସ ପରେ ଖୋଲିଲା ବଦ୍ରିନାଥ ମନ୍ଦିର । ମୁଖ୍ୟ ପୂଜକଙ୍କ ସହ ୨୮ ଜଣ ପୂଜକ ମନ୍ଦିର ଖୋଲିବା ବେଳେ ଉପସ୍ଥିତ ରହିଥିଲେ । ରୀତିନୀତି ଅନୁଯାୟୀ ମନ୍ଦିରର ଦ୍ୱାରଫିଟା କରାଯାଇଛି । କରୋନା ପାଇଁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି । ସେହି ସଙ୍କଟରୁ ପାରି ହେବା ପାଇଁ ଓ  କରୋନାରୁ ମୁକ୍ତି ପାଇବା ପାଇଁ  ବିଷ୍ଣୁ ସହସ୍ରନାମ ପାଠ କରାଯିବ ।

Get real time updates directly on you device, subscribe now.