fbpx
BJD SKY
BJD SKY

ଇସ୍ରାଏଲ-ହମାସ ଯୁଦ୍ଧରେ ମୃତ୍ୟୁସଂଖ୍ୟା ୯ହଜାର ପାର : ନେତାନ୍ୟାହୁ କହିଲେ- ଏହା ହେଉଛି ସ୍ୱାଧୀନତାର ଦ୍ୱିତୀୟ ଯୁଦ୍ଧ

BJD

ଇସ୍ରାଏଲ : ବିଗତ ତିନି ସପ୍ତାହ ଧରି ଇସ୍ରାଏଲ ଏବଂ ହମାସ ପରସ୍ପର ଉପରେ ବୋମାମାଡ଼ କରୁଛନ୍ତି । ଏହି ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ୯୦୦୦ ଅତିକ୍ରମ କରିଛି । ତେବେ ଗାଜାରେ ମୃତ୍ୟୁସଂଖ୍ୟା ୭୭୦୩ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ୧୯ହଜାରରୁ ଅଧିକ ବୋଲି ସୂଚନା ମିଳିଛି । ଅନ୍ୟପଟେ ଇସ୍ରାଏଲର ମୃତ୍ୟୁସଂଖ୍ୟା ୧୪୦୦ ବୋଲି ଜଣା ଯାଇଛି ।

ଏହି ପରିସ୍ଥିତିରେ ଇସ୍ରାଏଲର ମୁଖ୍ୟମନ୍ତ୍ରୀ ନେତନ୍ୟାହୁ କହିଛନ୍ତି ଯେ, ବର୍ତ୍ତମାନ ଯୁଦ୍ଧ ଦ୍ଵିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ହମାସକୁ ମୂଳପୋଛ କରିବା ଆମର ଲକ୍ଷ୍ୟ । ଏହି ଯୁଦ୍ଧ ବହୁତ ଲମ୍ବା ଅଟେ, କିନ୍ତୁ ଆମର ସେନା ପଛଘୁଞ୍ଚା ଦେବେ ନାହିଁ ।

 

Get real time updates directly on you device, subscribe now.