ବିମାନ ସୁରକ୍ଷା ନେଇ DGCAର ବଡ଼ ପଦକ୍ଷେପ, ବ୍ୟବସ୍ଥାଗତ ତ୍ରୁଟି ଚିହ୍ନଟ କରିବ ସ୍ବତନ୍ତ୍ର ଅଡିଟ୍

ବିମାନ ସୁରକ୍ଷା ନେଇ DGCAର ବଡ଼ ପଦକ୍ଷେପ । ବିମାନ ପରିଚାଳନା ନେଇ ହେବ ବିସ୍ତୃତ ସ୍ବତନ୍ତ୍ର ଅଡିଟ୍ ।

ନୂଆଦିଲ୍ଲୀ: ବିମାନ ସୁରକ୍ଷା ନେଇ DGCAର ବଡ଼ ପଦକ୍ଷେପ । ବିମାନ ପରିଚାଳନା ନେଇ ହେବ ବିସ୍ତୃତ ସ୍ବତନ୍ତ୍ର ଅଡିଟ୍ । ଏନେଇ DGCAର ପକ୍ଷରୁ ନୂଆ ଫ୍ରେମୱାର୍କ ପ୍ରସ୍ତୁତ ହୋଇଛି ।

ବିମାନର ବ୍ୟବସ୍ଥାଗତ ତ୍ରୁଟି ଚିହ୍ନଟ କରିବ ସ୍ବତନ୍ତ୍ର ଅଡିଟ୍ । ରକ୍ଷଣାବେକ୍ଷଣ, ମରାମତିର ହେବ ପୁଙ୍ଖାନୁପୁଙ୍ଖ ଯାଞ୍ଚ ।