fbpx

୪ଘଣ୍ଟା ଧରି ଅଟକିଛି ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ୱର, ୧୬ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଅଟକି ରହିଥିବା ସୂଚନା ମିଳିଛି । ୪ଘଣ୍ଟା ଧରି ଏୟାର ଇଣ୍ଡିଆ ବିମାନଟି ଅଟକିଛି । ଭୁବନେଶ୍ୱର ଦିଲ୍ଲୀ ଯାଇଥିବା ଏ-୧୦୭୮ ବିମାନ ଛାଡ଼ିବାରେ ବିଳମ୍ବ ହୋଇଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ବିଳମ୍ବର କାରଣ ଅସ୍ପଷ୍ଟ ରହିଛି । ସେହି ସମ୍ପର୍କରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳି ପାରିନାହିଁ ।

Get real time updates directly on you device, subscribe now.