ହସ୍ପିଟାଲରୁ ଡିସଚାର୍ଜ ହେଲେ ମିଷ୍ଟର ଖିଲାଡ଼ି

COVID-19 Updates
  • World 161,472,341
    World
    Confirmed: 161,472,341
    Active: 17,829,134
    Recovered: 140,292,022
    Death: 3,351,185
  • USA 33,589,578
    USA
    Confirmed: 33,589,578
    Active: 6,370,885
    Recovered: 26,620,848
    Death: 597,845
  • India 23,943,878
    India
    Confirmed: 23,943,878
    Active: 3,699,515
    Recovered: 19,983,310
    Death: 261,053
  • Brazil 15,361,686
    Brazil
    Confirmed: 15,361,686
    Active: 1,009,213
    Recovered: 13,924,217
    Death: 428,256
  • Turkey 5,072,462
    Turkey
    Confirmed: 5,072,462
    Active: 227,350
    Recovered: 4,801,291
    Death: 43,821
  • Russia 4,913,439
    Russia
    Confirmed: 4,913,439
    Active: 270,838
    Recovered: 4,527,878
    Death: 114,723
  • UK 4,444,631
    UK
    Confirmed: 4,444,631
    Active: 58,682
    Recovered: 4,258,298
    Death: 127,651
  • Italy 4,139,160
    Italy
    Confirmed: 4,139,160
    Active: 346,008
    Recovered: 3,669,407
    Death: 123,745
  • Germany 3,569,249
    Germany
    Confirmed: 3,569,249
    Active: 242,760
    Recovered: 3,240,300
    Death: 86,189
  • Pakistan 870,703
    Pakistan
    Confirmed: 870,703
    Active: 75,052
    Recovered: 776,315
    Death: 19,336
  • China 90,808
    China
    Confirmed: 90,808
    Active: 291
    Recovered: 85,881
    Death: 4,636

ମୁମ୍ବାଇ ୧୨ା୪ (ଓଡିଶା ଭାସ୍କର) : ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ଼ ଅଭିନେତା  ଖିଲାଡ଼ି ଅକ୍ଷୟ କୁମାର । କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଅକ୍ଷୟ କୁମାର ଦୀର୍ଘ ୭ ଦିନ ପରେ ଘରକୁ ଫେରିଛନ୍ତି । ଏନେଇ ପତ୍ନୀ ଟ୍ୱିଙ୍କିଲ ଖାନା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ଟ୍ୱିଙ୍କିଲ ଖାନା ନିଜ ଇନଷ୍ଟାଗ୍ରାମରେ ଏକ କାର୍ଟୁନ୍ ଫୋଟ ସେୟାର କରି ଅକ୍ଷୟ କୁମାରଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା କଥା କହିଛନ୍ତି । ଖିଲାଡ଼ିଙ୍କୁ ଦେଖି ସମସ୍ତେ ଖୁସିଥିବା ସେ ଜଣାଇଛନ୍ତି । ସୂଚନା ଅନୁସାରେ ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ର ଶୁଟିଂ କରୁଥିବା ସମୟରେ କରୋନା ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କୁ ଗତ ରବିବାର ଦିନ ହିରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବା କଥା ସେ ନିଜେ ଟ୍ୱିଟ୍ କରି କହିଥିଲେ । ସେପଟେ ଅକ୍ଷୟଙ୍କ ବ୍ୟତୀତ ‘ରାମ ସେତୁ’ ଫିଲ୍ମର ୪୫ ଜଣ ଜୁନିୟର କଳାକାରମାନେ କରୋନା ଆକ୍ରାନ୍ତ ହୋଇଥିଲେ ।

Get real time updates directly on you device, subscribe now.

Comments are closed.