fbpx

ଜବତ ହେବ ମାଲ୍ୟାଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧ ।୧: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ ହେବ । ସମ୍ପତ୍ତି ଜବତ ପାଇଁ ସ୍ପେଶାଲ ପିଏମଏଲଏ କୋର୍ଟଙ୍କ ମଞ୍ଜୁରି ମିଳିଛି । ଜବତ ସମ୍ପତ୍ତି ବିକ୍ରି କରି ନିଜର ଋଣ ଅସୁଲ କରିବାକୁ ଏସବିଆଇ ଓ ଅନ୍ୟ ବ୍ୟାଙ୍କଗୁଡିକୁ ଅନୁମତି ଦେଇଛନ୍ତି ମୁମ୍ବାଇର ପିଏମଏଲଏ କୋର୍ଟ । ଜାନୁଆରୀ ୧୮ ଯାଏ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନକରିବାକୁ କୋର୍ଟ ପକ୍ଷରୁ କୁହାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ପକ୍ଷ ଆବେଦନ କରିପାରିବେ । ସବୁ ପକ୍ଷ ସମସ୍ତ ଆପତ୍ତି, ଅଭିଯୋଗ ବମ୍ବେ ହାଇକୋର୍ଟରେ କରିପାରିବେ ।

Get real time updates directly on you device, subscribe now.