fbpx

ଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା

ଭୁବନେଶ୍ୱର, ୨୬/୯(ଓଡ଼ିଶା ଭାସ୍କର): ୨୯ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଯେହେତୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଧାନସଭା ଅଧିବେଶନ ପୂର୍ବରୁ ଯୋଗ ଦେବାକୁ ଥିବା ସମସ୍ତିଙ୍କର କରୋନା ପରୀକ୍ଷା କରାଯିବ।

ଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । ତିନିଦିନ ଧରି ବିଧାନସଭା ପରିସରରେ ଚାଲିବ କରୋନା ଟେଷ୍ଟ ।ମନ୍ତ୍ରୀ, ବିଧାୟକ, ସୁରକ୍ଷାକର୍ମୀ ଓ ବିଧାନସଭା କର୍ମଚାରୀଙ୍କ ହେବ ପରୀକ୍ଷା ।  କରୋନା ପରୀକ୍ଷା ପାଇଁ ୭ଟି ଟିମ୍ ଗଠନ କରାଯାଇଛି ।

Get real time updates directly on you device, subscribe now.