fbpx

୧୫ରେ ବନ୍ଦ ରହିବ ସମସ୍ତ ସ୍କୁଲ ଓ ସରକାରୀ ଅଫିସ୍

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ମକର ସଂକ୍ରାନ୍ତୀ ହିନ୍ଦୁମାନଙ୍କର ଏକ ବଡ ପର୍ବ । ଜାନୁଆରୀ ୧୫ ମକର ସଂକ୍ରାନ୍ତୀ ପାଇଁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ଆଜି ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦିନ ରାଜ୍ୟର ସମସ୍ତ ଅଫିସ ଓ ସ୍କୁଲ ବନ୍ଦ ରହିବ ।

Get real time updates directly on you device, subscribe now.