fbpx

ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି; ମହାଳୟା ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ

Advertisement

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ମହାଳୟା ପାଇଁ ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି । ଛୁଟି ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟିକୁ ମଧ୍ୟ ନେଇ ଗଣଶିକ୍ଷା ବିଭାଗର ନୋଟିସ୍ । ଚଳିତ ବର୍ଷ ଦୁଇଟି ରବିବାରକୁ ମିଶାଇ ଆଠଟି ଛୁଟି ହେବ । ଅକ୍ଟୋବର 20 ରୁ 29 ତାରିଖ ଯାଏଁ ହେବ ଦଶହରା ଛୁଟି ।

Get real time updates directly on you device, subscribe now.