fbpx

ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ଅମିତ ଶାହା

Advertisement

ଭୁବନେଶ୍ୱର, ୨୮/୫(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କୋଭିଡ-୧୯ ମୁକାବିଲା ନେଇ ମତ ଲୋଡ଼ିଲେ ଅମିତ ଶାହା । ମେ ୩୧ ପରେ ତାଲାବନ୍ଦ ଅବଧି ନେଇ କଣ ରଣନୀତି ହେବ ସେନେଇ ମତାମତ ଲୋଡ଼ିଛନ୍ତି ଶାହା ।  ମତାମତ ଆଧାରରେ କେନ୍ଦ୍ର ସରକାର ନେଇପାରନ୍ତି ନିଷ୍ପତି । ଆସନ୍ତା ୩୧ ତାରିଖରେ ଶେଷ ହେଉଛି ଲକଡାଉନ୍ ୪.୦ ।

Get real time updates directly on you device, subscribe now.