fbpx

୧୨ରେ ଓଡିଶା ଆସୁଛନ୍ତି ଅମିତ ଅମିତ ଶାହା

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଆସନ୍ତା ଫେବ୍ରୁଆରି ୧୨ରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଭୁବନେଶ୍ୱରର ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ପାଇଁ ଆସୁଛନ୍ତି ଅମିତ । ଏହା ସହ ସେ କେତେକ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.