Breaking: ଅପରେଶନ୍ ସିନ୍ଦୂର: ସ୍ଥଗିତ ହେଲା ଶାହାଙ୍କ ସମ୍ବଲପୁର ଗସ୍ତ

ଭୁବନେଶ୍ୱର: ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ । ଏ ନେଇ ସୂଚନା ଦେଲେ ସମ୍ବଲପୁର ଜିଲ୍ଲାପାଳ ।

୧୦ ଏବଂ ୧୧ ତାରିଖ ୨ ଦିନିଆ ଓଡ଼ିଶା ଗସ୍ତରେ ଅମିତ ଶାହା ସମ୍ବଲପୁର ଆସିବାର ଥିଲା । ଯେଉଁଥିରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ।

ପାକିସ୍ତାନ ଓ ଭାରତ ସ୍ଥିତି ସମ୍ବେଦନଶୀଳ ଥିବା କାରଣରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁରୋପ ଗସ୍ତ ବାତିଲ କରିଦିଆଯାଇଛି ।