fbpx

ମହାବାତ୍ୟାର ରୂପ ନେଲା ଅମ୍ଫନ

ନୂଆଦିଲ୍ଲୀ, ୧୮ା୫: ସମୁଦ୍ର ଭିତରେ ଅମ୍ଫନ ମହାବାତ୍ୟାର ରୂପ ନେଇଛି । ସକାଳ ସାଢ଼େ ୧୧ଟାରେ ମହାବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ସମୁଦ୍ର ଭିତରେ ଘଣ୍ଟାକୁ ୨୩୦ କିଲୋମିଟର ବେଗରେ ପବନ ବହୁଛି । ଏହାସହ ଘଣ୍ଟାକୁ ୮କିଲୋମିଟର ବେଗରେ ଗତି କରୁଛି ଅମ୍ଫନ । ପାରାଦୀପଠାରୁ ଦକ୍ଷିଣରେ ୭୮୦ କିମି ଦୂରରେ ଅମ୍ଫନ ଅବସ୍ଥିତ ରହିଛି ।

Get real time updates directly on you device, subscribe now.