୧୧ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନବାଡ଼ି କର୍ମୀ

0
COVID-19 Updates
  • World 114,386,001
    World
    Confirmed: 114,386,001
    Active: 21,909,802
    Recovered: 89,938,513
    Death: 2,537,686
  • USA 29,202,824
    USA
    Confirmed: 29,202,824
    Active: 9,045,632
    Recovered: 19,632,523
    Death: 524,669
  • India 11,096,731
    India
    Confirmed: 11,096,731
    Active: 164,475
    Recovered: 10,775,169
    Death: 157,087
  • Brazil 10,517,232
    Brazil
    Confirmed: 10,517,232
    Active: 876,529
    Recovered: 9,386,440
    Death: 254,263
  • Russia 4,234,720
    Russia
    Confirmed: 4,234,720
    Active: 349,571
    Recovered: 3,799,406
    Death: 85,743
  • UK 4,170,519
    UK
    Confirmed: 4,170,519
    Active: 1,201,606
    Recovered: 2,846,208
    Death: 122,705
  • Italy 2,907,825
    Italy
    Confirmed: 2,907,825
    Active: 411,966
    Recovered: 2,398,352
    Death: 97,507
  • Turkey 2,693,164
    Turkey
    Confirmed: 2,693,164
    Active: 98,938
    Recovered: 2,565,723
    Death: 28,503
  • Germany 2,444,177
    Germany
    Confirmed: 2,444,177
    Active: 125,188
    Recovered: 2,248,400
    Death: 70,589
  • Pakistan 579,973
    Pakistan
    Confirmed: 579,973
    Active: 21,836
    Recovered: 545,277
    Death: 12,860
  • China 89,893
    China
    Confirmed: 89,893
    Active: 218
    Recovered: 85,039
    Death: 4,636

ସୁବର୍ଣ୍ଣପୁର, ୨୩ା୨ (ଓଡିଶା ଭାସ୍କର): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନବାଡ଼ି ମହିଳା କର୍ମୀଙ୍କ ଏକ ସମ୍ମିଳନୀ ସୁବର୍ଣ୍ଣପୁର ଜିଲ୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ହେବାକୁ ଥିବା ଦେଶବ୍ୟାପୀ ଆନ୍ଦୋଳନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା, ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା ପ୍ରଦାନ, ଶିକ୍ଷା ନୀତି ଅନୁଯାୟୀ ସମସ୍ତ କର୍ମୀଙ୍କୁ ଶିକ୍ଷକ ମାନ୍ୟତା ପ୍ରଦାନ ଆଦି ୧୧ ଦଫା ଦାବି ନେଇ ସଂଘ ପକ୍ଷରୁ ଦେଶବ୍ୟାପି ଆନ୍ଦୋଳନ କରାଯିବ । ଏହି ସମସ୍ୟାର ଉପଯୁକ୍ତ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ବୈଠକରେ ଅଖିଳ ଭାରତୀୟ ଅଙ୍ଗନବାଡ଼ି ମହିଳା କର୍ମଚାରୀ ସଂଘର ସାଧାରଣ ସମ୍ପାଦିକା ଅଞ୍ଜଳି ପଟେଲ, ଜିଲ୍ଲା ସଭାନେତ୍ରୀ ମମତା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.