fbpx
BJD SKY
BJD SKY

ଅନୁଗୁଳକୁ ରେଡ୍ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ

BJD

ଅନୁଗୁଳ,୧୦ ।୫(ଓଡିଶା ଭାସ୍କର): ଅଗୁଜୁଳକୁ ଜିଲ୍ଲାକୁ ରେଡ ଜୋନରେ ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରଥମଥର ପାଇଁ ଆଜି ୧୩ଟି କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଡ ଜୋନ୍ ଘୋଷଣା କରାଯାଇଛି । ଏହା ସହିତ ରାଜ୍ୟର ୫ଟି ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମ ରେଡ୍ ଜୋନରେ ରହିଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧୩ କରୋନା ପଜିଟିଭ୍ ଚିହ୍ନ ହୋଇଛନ୍ତିି । ଏହି କ୍ରମରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.