fbpx
BSKY SKY
BSKY SKY

ଇରାନରୁ ଫେରିଲେ ଆଉ ୨୭୫ ଭାରତୀୟ

BSKY

ନୂଆଦିଲ୍ଲୀ,୨୯ ।୩: କରୋନା ପାଇଁ ଇରାନରୁ ଫେରିଛନ୍ତି ଆଉ ୨୭୫ ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ରାଜସ୍ଥାନର ଯୋଧପୁରକୁ ଅଣାଯାଇଛି । ବିମାନରୁ ଓହ୍ଲାଇବା ପରେ ସମସ୍ତ ଇରାନ ଫେରନ୍ତାଙ୍କ ଥର୍ମାଲ ସ୍କାନିଂ କରାଯାଇଥିଲା । ଆର୍ମି ୱେଲନେସ ସେଣ୍ଟରରେ ୨୭୫ ଭାରତୀୟଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଉଛି । ସମସ୍ତଙ୍କୁ ଅତି କମରେ ଆର୍ମି ୱେଲନେସ୍ ସେଂଟରରେ ୧୪ ଦିନ ରହିବାକୁ ପଡିବ । ପୂର୍ବରୁ ୨୭୭ ଭାରତୀୟ ଆର୍ମି ୱେଲନେସ ସେଣ୍ଟରରେ ଅଛନ୍ତି ।

Get real time updates directly on you device, subscribe now.