fbpx

କିମସ କରୋନା ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): ଆଜି କିମସ କରୋନା ହସ୍ପିଟାଲ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି । ତାଙ୍କ ସହ ୫ଟି ସଚିବ ଭି.କେ ପାଣ୍ଡିଆନ୍, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ ଏବଂ ଡ଼ିଏମଇଟି ସିବିକେ ମହାନ୍ତି ମଧ୍ୟ ଉପସ୍ଥିତ ରହିଥିଲେ । କୋଭିଡ଼-୧୯ ହସ୍ପିଟାଲର ଅଗ୍ରଗତି ସେମାନେ ବୁଲି ଦେଖିବା ସହ ୧୫ଦିନ ମଧ୍ୟରେ ଯେଭଳି କାର୍ଯ୍ୟକ୍ଷମ ହେବ ସେନେଇ ଆଲୋଚନା କରିବା ସହ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.