fbpx

କରୋନାରେ ଆଉ ଏକ ହଲିଉଡ୍ ଷ୍ଟାରଙ୍କ ମୃତ୍ୟୁ

କରୋନା ଭାଇରସ୍ ଯୋଗୁଁ ବିଶ୍ୱରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏହି ଭାଇରସର ମୁକାବିଲା ପାଇଁ ସମଗ୍ର ବିଶ୍ୱ ଚେଷ୍ଟା କରୁଛି, କିନ୍ତୁ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ଉପାୟ ମିଳିପାରିନାହିଁ । ହଲିଉଡର ବହୁ ଅନେକ ସୁପରଷ୍ଟାର ଏଥିରେ ଆକ୍ରାନ୍ତ ହୋଇ ଜୀବନ ହରାଇଛନ୍ତି । ଏହି କ୍ରମରେ ଷ୍ଟାର ୱାର୍ସରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଆଣ୍ଡ୍ରିୟୁ ଜ୍ୟାକ୍ ମଧ୍ୟ କରୋନାରେ ସଂକ୍ରମିତ ହୋଇ ଦୁନିଆକୁ ବିଦାୟ ଦେଇଛନ୍ତି ।

ଜ୍ୟାକ ଏଜେଣ୍ଟ ଦ୍ୱାରା ଦିଆଯାଇଥିବା ରିପୋର୍ଟ ମୁତାବକ, ସେ ସୁରେର ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ୭୫ ବର୍ଷ ବୟସରେ ବ୍ରିଟେନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Get real time updates directly on you device, subscribe now.