fbpx

ରିଜର୍ଭ ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଲେ ଆଉ ଜଣେ ଓଡ଼ିଆ: ଗୌରବ ଆଣିଲେ ମନୋରଞ୍ଜନ ମିଶ୍ର

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତରେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ଦବଦବା ଜାରି ରହିଛି । କ୍ରୀଡ଼ାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଗୌରବ ଆଣୁଛନ୍ତି । ଆଜି ଆଉ ଜଣେ ଓଡ଼ିଆ ପୁଣିଥରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଭାରତର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିୟୋଜିତ ହୋଇଛନ୍ତି ମନୋରଞ୍ଜନ ମିଶ୍ର । ଗତ ୩ ଦଶନ୍ଧିରୁ ରିଜର୍ଭ ବ୍ୟାଙ୍କରେ ବିଭିନ୍ନ ଗୁରୁ ଦାୟିତ୍ୱ ତୁଲାଇବା ପରେ ଏହି ପଦବୀରେ ନିଯୁକ୍ତି ପାଇଛନ୍ତି ମନୋରଞ୍ଜନ ।

Get real time updates directly on you device, subscribe now.