fbpx

ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଅନୁଭବ ଏବଂ ଜାଗୃତି

Advertisement

ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର) କେନ୍ଦ୍ରାପଡା ସଂସଦ ଅନୁଭବ ମହାନ୍ତି ଏବେ ପୁଣି ଚର୍ଚା ରେ।  ରାଜ୍ୟସଭା ଟିଭି ଉପସ୍ଥାପିକା ଜାଗୃତି ଶୁକ୍ଳା ଙ୍କ ସହ ଫୋଟୋ ସେୟାର କରି ଚର୍ଚା ରେ ଅନୁଭବ।  ତାଙ୍କ ଓକିଲ ଅଶ୍ୱିନୀ ଦୁବେ ଙ୍କ ଜନ୍ମ ଦିନ ପାଳନ ର ଏକ ଫୋଟୋ ରେ ସେ ଜାଗୃତୀଙ୍କୁ ନିଜର ଏକ ଭଲ ବନ୍ଧୁ ବୋଲି କହିଛନ୍ତି ।

Get real time updates directly on you device, subscribe now.