fbpx

କୋର୍ଟରେ ହାଜର ହେଲେ ଅନୁଭବ

Advertisement

କଟକ, ୧୮ା୧୨ (ଓଡିଶା ଭାସ୍କର): ଅନୁଭବ-ବର୍ଷାଙ୍କ ପାରିବାରିକ ମାମଲାରେ ଆଜି ସାଂସଦ ଅନୁଭବ ମହାନ୍ତି କୋର୍ଟରେ ହାଜର ହୋଇଛନ୍ତି । ପୂର୍ବରୁ କଟକର ଏସଡିଜେଏମ୍ କୋର୍ଟ ଅନୁଭବଙ୍କୁ ହାଜର ହେବାକୁ ନୋଟିସ ପଠାଇଥିଲେ ।

କୋର୍ଟରେ ଅନୁଭବ ହାଜର ହୋଇ ବର୍ଷା ପ୍ରିୟଦର୍ଶିନୀ କରିଥିବା ମାମଲା ଉପରେ ଉତ୍ତର ରଖିଥିଲେ । ଓକିଲଙ୍କ ଜରିଆରେ ଅନୁଭବ ସତ୍ୟପାଠ ଦାଖଲ କରିଛନ୍ତି । ତେବେ ଆଇନକୁ ସମ୍ମାନ ଜଣାଇ କୋର୍ଟରେ ନିଜର ପକ୍ଷ ରଖିଛନ୍ତି । ମାମଲାର ତ୍ୱରିତ ସମାଧାନ ପାଇଁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ବୋଲି ଅନୁଭବ କହିଛନ୍ତି ।

Get real time updates directly on you device, subscribe now.