fbpx

ଭାରତୀୟ ଯବାନଙ୍କୁ ଫେସବୁକ ଓ ଇନ୍‌ଷ୍ଟା ସମେତ ୮୯ଟି ଆପ୍‌ ଡିଲିଟ୍‌ କରିବାକୁ ନିର୍ଦେଶ, ଜାଣନ୍ତୁ କେଉଁଟି

ନୂଆଦିଲ୍ଲୀ,୯/୭: ଭାରତୀୟ ସେନାର ଅଧିକାରୀ ଓ ଯବାନଙ୍କୁ ଫେସବୁକ ଓ ଇନ୍‌ଷ୍ଟା ଡ଼ିଲିଟ କରିବାକୁ ନିର୍ଦେଶ ଦିଆଯାଇଛି। ଏହା ସହ ୮୯ଟି ଆପ୍‌ ଡିଲିଟ୍‌ କରିବାକୁ ନିର୍ଦେଶ ଦିଆଯାଇଛି। ଖବର ମୁତାବକ, ଜୁଲାଇ ୧୫ ସୁଦ୍ଧା ଏହି ଆପଗୁଡିକୁ ମୋବାଇଲରୁ ହଟାଇବାକୁ ସମୟ ଦିଆଯାଇଛି। ଏହି ସବୁ ଆପଗୁଡିକ ସେନାର ତଥ୍ୟ ଚୋରାଉଥିବା ଅଭିଯୋଗ ହୋଇଛି। ଆପ୍‌ ଡିଲିଟ୍‌ ନ କରୁଥିବା ଯବାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନବ ହେବ ବୋଲି ସେନା ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.