fbpx

ସଂସଦ ଚାହିଁଲେ ପିଓକେରେ କାର୍ଯ୍ୟାନୁଷ୍ଠାନ ହେବ: ସେନାମୁଖ୍ୟ

ନୂଆଦିଲ୍ଲୀ,୧୧ ।୧: ପାକିସ୍ତାନ ନିୟନ୍ତ୍ରିତ କାଶ୍ମୀର ବା ପିଓକେକୁ ନେଇ ଆଜି ବଡ ବୟାନ ଦେଇଛନ୍ତି ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ସେନାମୁଖ୍ୟ କହିଛନ୍ତି ଯେ, ସମ୍ପୂର୍ଣ୍ଣ କାଶ୍ମୀର ଭାରତର ଅଂଶ । ସଂସଦ ଚାହିଁଲେ ପିଓକେରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ଦ୍ଦେଶ ମିଳିଲେ ପିଓକେରେ କାର୍ଯ୍ୟାନୁଷ୍ଠାନ ହେବ । ଦେଶର ସୁରକ୍ଷା ଉପରେ ଆମର ପ୍ରାଥମିକତା ଦିଆଯିବ । ଦେଶର ସୁରକ୍ଷାରେ ବୁଝାମଣା କରାଯାଇପାରିବନି ।’

Get real time updates directly on you device, subscribe now.